ରାସ୍ତା ନା ପୋଖରୀ : ଦୋଷ କରୁଛି ବିଭାଗ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

ଟଙ୍କପାଣି ରାସ୍ତା ମରଣଯନ୍ତା, ଟିପିସିଓଡିଏଲ୍‌, ୱାଟ୍‌କୋ, ସ୍ମାର୍ଟସିଟି ଓ ସ୍ବେରେଜ୍‌ ବୋର୍ଡର ମନମାନି ଭୁବନେଶ୍ବର: ୱାଟ୍‌କୋ, ଟିପିସିଓଡିଏଲ୍‌, ସ୍ବେରେଜ୍‌ ବୋର୍ଡ ଓ ବିଏସ୍‌ସିଏଲ୍‌ର ମନମୁଖୀ କାମ ପାଇଁ ଟଙ୍କପାଣି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ୪ ବିଭାଗ ରାସ୍ତାକୁ ମନଇଚ୍ଛା ଖୋଳି ତାଡ଼ି ଦେଇଛନ୍ତି। ଫଳରେ ଏବେ ଅସରାଏ ବର୍ଷା‌ରେ ଏଠି ପରିସ୍ଥିତି ଅସମ୍ଭାଳ ହୋଇଯାଉଛି। ଏହି ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ବାସିନ୍ଦା ନିର୍ଭର … Continue reading ରାସ୍ତା ନା ପୋଖରୀ : ଦୋଷ କରୁଛି ବିଭାଗ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା